ପ୍ରବର
ଦେଖଣା
ପ୍ରବର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+କୃ ଧାତୁ=ବରଣ କରିବା+କର୍ମ. ଅ)
[ସମ୍ପାଦନା]- ୧. ଗୋତ୍ର ପ୍ରବର୍ତ୍ତନକାରୀ ମୁନି — ୧. A sage who contributes to the continuance of a family or tribe.
- ୨. ବଂଶଧର; ସନ୍ତତି — ୨. Offering; descendant.
- ୩. ଗୋତ୍ର —୩. Family; race; kindred.
- ୪. ଏକପ୍ରକାର କଳାମୁଣ; ବରଗୁଡ଼ି — ୪. A kind of black pulse.
- ୫. ଆବରଣ ପାତ୍ର —୫. A covering; lid.
- ୬. ଆଗୁରୁ ଚନ୍ଦନ — ୬. A fragrant wood; the aloe wood.
(ପ୍ରବରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଅତ୍ୟତ୍କୃଷ୍ଟ; ଶ୍ରେଷ୍ଠ — ୧. Best; excellent; pre-eminent.
- ୨. ମୁଖ୍ୟ; ପ୍ରଧାନ —୨. Chief; principal.