ପ୍ରବରା
ଦେଖଣା
ପ୍ରବରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପ୍ରବର+ଆ)
[ସମ୍ପାଦନା]ପ୍ରବରର ସ୍ତ୍ରୀଲିଙ୍ଗ — Feminine of Prabara.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅଗୁରୁ ଚନ୍ଦନ (ହିନ୍ଦୀ - ଶ.) —୧. Aloe wood.
- ୨. ଗୋଦାବରୀର ଉପନଦୀବିଶେଷ — ୨. Name of tributary of the Godābarī river.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ପୟୋଧରୀ (ହିନ୍ଦୀ - ଶ.)]