ପ୍ରବର୍ତ୍ତକ
ଦେଖଣା
ପ୍ରବର୍ତ୍ତକ
ଉଚ୍ଚାରଣ
[ସମ୍ପାଦନା](ପ୍ରବର୍ତ୍ତିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ବୃତ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ପ୍ରବର୍ତ୍ତନକାରୀ; ଯେ ପ୍ରବର୍ତ୍ତାଏ — ୧. Inducing; inciting.
- ୨. ପ୍ରଦର୍ଶକ — ୨. Indicating; leading; showing.
- ୩. ପ୍ରଣେତା — ୩. Composing; constructing.
- ୪. ଯେ କୌଣସି ନୂତନ କର୍ମର ବା ବିଧିର ସୂତ୍ରପାତ କରେ — ୪. Founding; starting; introducing a new instiction or system.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତିଷ୍ଠାତା ବ୍ୟକ୍ତି —୧. Founder.
- ୨. ଉତ୍ତେଜକ ବ୍ୟକ୍ତି —୨. Instigator.
- ୩. ରଚକ —୩. Composer; author.