Jump to content

ପ୍ରବର୍ତ୍ତନ

ଉଇକିଅଭିଧାନ‌ରୁ

ପ୍ରବର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+ଭାବ. ଅନ+(ଆ)]

[ସମ୍ପାଦନା]
୧. ନିୟୋଜନ — ୧. Engaging; directing.
୨. କୌଣସି କାର୍ଯ୍ୟ କରିବାକୁ କୌଣସି ବ୍ୟକ୍ତିକୁ ଉତ୍ତେଜିତ କରିବା; ପ୍ରେରଣା; ମତାଇବା — ୨. Inducing; inciting; exciting; urging; stimulating; instigating.
୩. ଆରମ୍ଭ; ସୂତ୍ରପାତ — ୩. Beginning, starting; commencement.
୪. ଚାଳନ —୪. Setting in motion.