ପ୍ରବର୍ତ୍ତନା
ଦେଖଣା
ପ୍ରବର୍ତ୍ତନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+ଭାବ. ଅନ+(ଆ)]
[ସମ୍ପାଦନା]- ୧. ନିୟୋଜନ — ୧. Engaging; directing.
- ୨. କୌଣସି କାର୍ଯ୍ୟ କରିବାକୁ କୌଣସି ବ୍ୟକ୍ତିକୁ ଉତ୍ତେଜିତ କରିବା; ପ୍ରେରଣା; ମତାଇବା — ୨. Inducing; inciting; exciting; urging; stimulating; instigating.
- ୩. ଆରମ୍ଭ; ସୂତ୍ରପାତ — ୩. Beginning, starting; commencement.
- ୪. ଚାଳନ —୪. Setting in motion.