ପ୍ରବର୍ତ୍ତା ପ୍ରବର୍ତ୍ତି
ଦେଖଣା
ପ୍ରବର୍ତ୍ତା ପ୍ରବର୍ତ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରବର୍ତ୍ତା ପ୍ରବର୍ତ୍ତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବର୍ତ୍ତନ)
[ସମ୍ପାଦନା]- ୧. ମତାମତି; କୌଣସି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାକୁ ମତାଇବା — ୧. Instigating; influencing.
- ୨. ଫୁସୁଲାଇବା —୨. Inveigling.
- ୩. ରାଜି କରାଇବା — ୩. Sucessfully inducing.