ପ୍ରବର୍ତ୍ତିତ
ଦେଖଣା
ପ୍ରବର୍ତ୍ତିତ
ଉଚ୍ଚାରଣ
[ସମ୍ପାଦନା](ପ୍ରବର୍ତ୍ତନ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଉତ୍ତେଜିତ —୧. Incited; instigated; influenced.
- ୨. ଉତ୍ସାହିତ —୨. Encouraged; stimulated.
- ୩. ନିୟୋଜିତ — ୩. Engaged; deputed; commissioned.
- ୪. ଜ୍ଞାପିତ —୪. Informed; apprised.
- ୫. ପ୍ରେରିତ; ପରିଚାଳିତ — ୫. Guided; led; driven.
- ୬. ଆରବ୍ଧ —୬. Commenced; begun.
- ୭. ଚାଳିତ —୭. Set in motion; started.
- ୮. ପ୍ରତ୍ୟାବର୍ତ୍ତିତ —୮. Caused to return.
- ୯. ଉତ୍ପାଦିତ; ଜାତ —୯. Generated.