ପ୍ରବଳିବା
ଦେଖଣା
ପ୍ରବଳିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ)
[ସମ୍ପାଦନା]- ୧. ପ୍ରବୃତ୍ତ ହେବା —୧. To be engaged.
ସର ପର୍ପଟି ଯାହାକୁ ମିଳଇ ସେ ସୁଖେ ତା ଭୋଜନେ ପ୍ରବଳଇ କବିସୂର୍ଯ୍ୟ କବିତାକଲ୍ଲୋଳ
- ୨. ପ୍ରବଳ ହେବା; ବୃଦ୍ଧିପାଇବା — ୨. To increase.
- ୩. ଘୋଟିବା; ଏକାଧିପତ୍ୟ ବିସ୍ତାର କରିବା — ୩. To predominate; to have mastery.
ବିବେକ ତ ଟକିଥିବା, ଲଜ ତ ପ୍ରଳୁଥିବ କବିସୂର୍ଯ୍ୟ. ସଙ୍ଗୀତ