Jump to content

ପ୍ରବଳେଇବା

ଉଇକିଅଭିଧାନ‌ରୁ

ପ୍ରବଳେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ; ଣିଜନ୍ତ)

[ସମ୍ପାଦନା]

ବିଶେଷ ଭାବରେ ବା ଉପର୍ଯ୍ୟୁପରି ଅନୁରୋଧ କରିବା; ଜିଦି କରିବା; ବଳାଇବା — To insist.


ତୁମ୍ଭେ କିପାଇଁ ମତେ ଏତେ ପ୍ରବଳାଇ; କହୁଛ ବଳିଯିବା କାଳ ହୋଇ ନାହିଁ କୃଷ୍ଣସିଂହ ମହାଭାରତ ବନ