Jump to content

ପ୍ରବଳ ପରାକ୍ରମ

ଉଇକିଅଭିଧାନ‌ରୁ

ପ୍ରବଳ ପରାକ୍ରମ

ଉଚ୍ଚାରଣ

[ସମ୍ପାଦନା]

(ପ୍ରବଳ ପ୍ରତାପ, ପ୍ରବଳ ବିକ୍ରମ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରବଳ+ପରାକ୍ରମ)

[ସମ୍ପାଦନା]

ଅତ୍ୟନ୍ତ କ୍ଷମତା —Great power.

(ପ୍ରବଳ ପରାକ୍ରମା, ପ୍ରବଳ ପ୍ରତାପା, ପ୍ରବଳବିକ୍ରମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ବିଶେଷ ବିକ୍ରମଶାଳୀ — Very mighty or powerful.