Jump to content

ପ୍ରବହ

ଉଇକିଅଭିଧାନ‌ରୁ

ପ୍ରବହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ସ୍ରୋତଃ; ପ୍ରବାହ — ୧. Current.
୨. ସପ୍ତ ବାୟୂର ଅନ୍ତର୍ଗତ ବାୟୂବିଶେଷ —୨. One of the seven winds spread over the uneverse.

[ଦ୍ରଷ୍ଟବ୍ୟ —ଏ ବାୟୂ ଆବହ ବାୟୂର ଉପର ଅବସ୍ଥିତ ଓ ଜ୍ୟୋତିସ୍କାଦି ଏ ବାୟୂରେ ଚଳି ଅଛନ୍ତି(ହିନ୍ଦୀ - ଶ.)]

୩. (+ଭାବ. ଅ) ଗୃହନଗରାଦିରୁ ବହିର୍ଗମନ — ୩. Going out of a house or town.
୪. (+ କର୍ତ୍ତୃ. ଅ) ଅଗ୍ନିର ସପ୍ତ ଜିହ୍ୱା ମଧ୍ୟରୁ ଏକ (ହିନ୍ଦୀ - ଶ) — ୪. One of the seven tongues of fire.
୫. (+ ଅଧିକରଣ ବା କର୍ମ. ଅ) ଯେଉଁକୁଣ୍ଡ ମଧ୍ୟକୁ ନାଳ ଆଦିଦ୍ୱାରା ଜଳ ଯାଏ (ହିନ୍ଦୀ - ଶ) —୫. A cistern which is filled up be water flowing through a drain.
୬. (ପ୍ର+ବହ) ପଖର ସ୍ରୋତଃ —୬. Strong current.