ପ୍ରବହଣ
ଦେଖଣା
ପ୍ରବହଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ବହ୍ ଧାତୁ+କରଣ. ଅନ)
[ସମ୍ପାଦନା]- ୧. ଜଳସାନ — ୧. A conveyance over water.
- ୨. ଆଚ୍ଛାଦନ ବା ପରଦାଯୁକ୍ତ ଯାନ; ଖଟିଆ; ଡ଼ୋଲି — ୨. A covered conveyance; a litter with hangings.
- ୩. (+ ଭାବ. ଅନ) ସ୍ରୋତଃ; ପ୍ରବାହ —୩. Current.
- ୪. ନେଇ ଚାଲିଯିବା (ହିନ୍ଦୀ - ଶ.) —୪. Carrying away.
- ୫. (+ କର୍ତ୍ତୃ. ଅନ ନାବ; ଡ଼ଙ୍ଗା (ହିନ୍ଦୀ - ଶ.) —୫. Boat.
- ୬. (+ ଅଧିକରଣ. ଅନ) କନ୍ୟାକୁ ବିବାହ ଦେବା (ହିନ୍ଦୀ - ଶ) — ୬. Giving a daughter in marriage.