Jump to content

ପ୍ରବାଚ

ଉଇକିଅଭିଧାନ‌ରୁ

ପ୍ରବାଚ

ଉଚ୍ଚାରଣ

[ସମ୍ପାଦନା]

(ପ୍ରବାଚ୍ୟ—ବିଣ)

(ପ୍ରବାଚନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ର+ବଚ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଘୋଷଣା — ୧. Declaration; announcement; proclamation (Howells).
୨. ଉତ୍ତମରୂପେ କହିବା — ୨. Speaking excellently ; oratory.
୩. ଉତ୍କୃଷ୍ଟ ବକ୍ତୃତା —୩. An excellent speech; oration.