Jump to content

ପ୍ରବାଚକ

ଉଇକିଅଭିଧାନ‌ରୁ

ପ୍ରବାଚକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରବାଚିକା—ସ୍ତ୍ରୀ) 

(ପ୍ରବାକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁ. (ପ୍ର+ବାଚକ)

[ସମ୍ପାଦନା]

ଘୋଷଣାକାରୀ — Announcing; proclaiming (Howells).

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଘୋଷଣାକାରୀ ବ୍ୟକ୍ତି — ୧. Proclaimer.
୨. ଶ୍ରେଷ୍ଠ ବକ୍ତା (ହିନ୍ଦୀ - ଶ.) —୨. An excellent preacher, orator.