Jump to content

ପ୍ରବାତ

ଉଇକିଅଭିଧାନ‌ରୁ

ପ୍ରବାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ବା ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରବାଳ ବାୟୂ — ୧. Strong wind.
୨. (+ ଭାବ. ତ) ପବନର ଝଙ୍କ (ହିନ୍ଦୀ - ଶ.) —୨. Gust of wind.
୩. (+ ଅଧିକରଣ. ତ) ଯେଉଁଠାରେ ଖୁବ୍ ପବନ ବହୁଥାଏ (ହିନ୍ଦୀ - ଶ.) — ୩. A place where the wind blows strongly; a windy place.
୪. ତାଲୁ; ପ୍ରବଣ—(ହିନ୍ଦୀ - ଶ) —୪. A slope.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ପ୍ର+ବାତ) ବାୟୂଦ୍ୱାରା ଆନ୍ଦୋଳିତ (ହିନ୍ଦୀ - ଶ.) — Shaken or rocked by wind.