Jump to content

ପ୍ରବାଦ

ଉଇକିଅଭିଧାନ‌ରୁ

ପ୍ରବାଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପ୍ର+ବଦ୍ ଧାତୁ+କର୍ମ.ଅ)

[ସମ୍ପାଦନା]
୧. ପରମ୍ପରାଗତ ବାକ୍ୟ; ଜନଶ୍ରୁତି —୧. Tradition.
୨. ପ୍ରବଚନ —୨. Proverb.
୩. ଉଡ଼ାକଥା; ଜନରବ —୩. A rumour; a report.
୪. ନିନ୍ଦା; କୁତ୍ସା; ଅପବାଦ —୪. Defamation.
୫. ପରସ୍ପର କଥୋପକଥନ; କଥାବାର୍ତ୍ତା — ୫. Discourse; conversation; dialogue.