Jump to content

ପ୍ରବାରଣ

ଉଇକିଅଭିଧାନ‌ରୁ

ପ୍ରବାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ବାରଣ)

[ସମ୍ପାଦନା]
୧. ନିଷେଧ (ହିନ୍ଦୀ - ଶ.) — ୧. Prohibition.
୨. କାମ୍ୟଦାନ; କୌଣସି ଫଳ କାମନାରେ କରାଯିବା ଦାନ (ହିନ୍ଦୀ - ଶ.) —୨. A gift made with some end in view.
୩. ବର୍ଷାଋତୁ ଅନ୍ତେ ଅନୁଷ୍ଠିତ ବୌଦ୍ଧମାନଙ୍କ ଉତ୍ସବିଶେଷ (ହିନ୍ଦୀ - ଶ.) —୩. A Buddhist festival observed after the rains.