Jump to content

ପ୍ରବାଳ

ଉଇକିଅଭିଧାନ‌ରୁ

ପ୍ରବାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ବଳ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଉପରତ୍ନବିଶେଷ; ବିଦ୍ରୁମ; ପୋହଳା ('ପୋହଳା' ତଳେ ନୋଟ୍ ଦେଖ) — ୧. Coral.
୨. ଅଙ୍କୁର; ବୃକ୍ଷର ନବୀନ ପଲ୍ଲବ ବା ଶାଖା; ନୂଆ ହୋଇ କଅଁଳି ଆସୁଥିବା ଡ଼ାଳ ବା ପତ୍ର ===

ପ୍ରବାଳ ପତାକା ଉଡ଼ାଇ ବିନ୍ଦୁକ ଉଭା ଦେଖ ଠାବେ ରାଧାନାଥ, ପାର୍ବତୀ

୨. Young shoot or leaves of a tree; a sprout

୩. ବୀଣାଦଣ୍ଡ —୩. The body of shaft of a harb.