Jump to content

ପ୍ରବାସ

ଉଇକିଅଭିଧାନ‌ରୁ

ପ୍ରବାସ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(ପ୍ର+ବାସ)

୧. ନିଜ ଦେଶ ଛଡ଼ା ଅନ୍ୟ ଦେଶର କିଛିକାଳ ଅବସ୍ଥାନ —୧. Staying abroad; sojourn; temporary residence in a foreign land.
୨. ବିଦେଶ — ୨. A foreign country; a strange place.