ପ୍ରବାସନ
ଦେଖଣା
ପ୍ରବାସନ
ଉଚ୍ଚାରଣ
[ସମ୍ପାଦନା]ପ୍ରବାସିତ, ପ୍ରବାସ୍ୟବିଣ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ପ୍ର+ବସ୍ ଧାତୁ. ଣିଚ୍=ବାସି ଧାତୁ+ଭାବ ଅନ)—ନିର୍ବାସନ; କୌଣସି ବ୍ୟକ୍ତିକୁ ବିଦେଶକୁ ପଠାଇବା —୧. Sending a person abroad; exilling a person.
- ୨. (ପ୍ର+ବସ୍ ଧାତୁ+ଭାବ.ଅ) ବିଦେଶରେ ବାସ କରିବା — ୨. Living in a foreign land; sojourning.
- ୩. ମାରଣ; ବଧ; ହତ୍ୟା — ୩. Killing; slaughter.