ପ୍ରବାସୀ
ଦେଖଣା
ପ୍ରବାସୀ
ଉଚ୍ଚାରଣ
[ସମ୍ପାଦନା](ପ୍ରବାସିନୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ—(ପ୍ରବାସ+ଇନ୍; ଅଥବା ତ୍ର+ବସ୍ ଧାତୁ + କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]ଯେ ପ୍ରବାସରେ ଥାଏ; ପ୍ରୋଷିତ —Sojourning; living abroad.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରବାସୀ ବ୍ୟକ୍ତି — ୧. A sojourner.
- ୨. ବିଦେଶରୁ ଆସି ବାସ କରିଥିବା ବ୍ୟକ୍ତି — ୨. A stranger.
- ୩. ଯେଉଁ ବ୍ୟକ୍ତି ଅନ୍ୟ ଲୋକର ଘରେ ବସା କରିଥାଏ — ୩. A lodger.