Jump to content

ପ୍ରବାସ ପତ୍ନୀ

ଉଇକିଅଭିଧାନ‌ରୁ

ପ୍ରବାସ ପତ୍ନୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ରସିକତାମୟ ବ୍ୟଙ୍ଗବଚନ; ନିଜ ଘରେ ଥିବା ସମୟରେ ସ୍ତ୍ରୀ ପାକ କରିଥିବାରୁ)

[ସମ୍ପାଦନା]

ପ୍ରବାସ ବାସ ସମୟରେ ନିଯୁକ୍ତ ପାଚକ; ପୂଜାହାରୀ — A cook who cooks for a person in sojourn.