ପ୍ରବାହ
ଦେଖଣା
ପ୍ରବାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ସ୍ରୋତଃ; ଜଳଧାରା —୧. Current, stream; flow.
- ୨. ଧାରା; ଶ୍ରେଣୀ — ୨. Series; continuous line.
- ୩. ଅବିଛେଦ ଗତି — ୩. Continuous motion.
- ୪. ଚିନ୍ତାସ୍ରୋତଃ — ୪. Continuous train of thought (Howells)
- ୫. ପ୍ରବୃତ୍ତି — ୫. Activity; engagement; action.
- ୬. ବିସ୍ତାର — ୬. Circulation; promulgation; extent.
- ୭. ପରମ୍ପରାଗତ ବ୍ୟବହାର; ଚିରନ୍ତନୀ ରୀତି — ୭. Usage; traditional custom.
- ୮. ଅବିଚ୍ଛିନ୍ନତା; ଧାରାବାହିକତା — ୮. Contiouity; unbroken succession.
- ୯. ଦ୍ରୁତଗାମୀ ଘୋଟକ —୯. A swift horse.
- ୧. ପୁଷ୍କରିଣୀ —୧୦. A pond; tank.