ପ୍ରବାହକ
ଦେଖଣା
ପ୍ରବାହକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ବିଜ୍ଞାନ ପରିଭାଷା; ପ୍ର+ବହ୍ ଧାତୁ ଣିଚ୍+ କର୍ତ୍ତୃ. ଅକ) ===
ଯାହା ତାପ ବା ବିଦ୍ୟୁତ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚଳିବାରେ ବାଧା ଦିଏ ନାହିଁ — ୧. Conductor (of heat or electricity).
- ୨. ରାକ୍ଷସ (ହିନ୍ଦୀ - ଶ) —୨. Demon;fiend.
(ପ୍ରବାହିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହା ଉତ୍ତମରୂପେ ବହନ କରି ପାରେ —Able to carry well.