Jump to content

ପ୍ରବାହିକା

ଉଇକିଅଭିଧାନ‌ରୁ

ପ୍ରବାହିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍+ବହ୍ ଧାତୁ ଣିଜନ୍ତ ବାହି ଧାତୁ+କର୍ତ୍ତୃ. ଅକ +ସ୍ତ୍ରୀ. ଆ)

[ସମ୍ପାଦନା]

ଗ୍ରହଣୀ ରୋଗ; ଉଦୟରାମୟ; ଶୂଳା ଝାଡ଼ା —Diarrhœa.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପ୍ରବାହକର ସ୍ତ୍ରୀଲିଙ୍ଗ — Feminine of Prabāhaka.