Jump to content

ପ୍ରବାହିତା

ଉଇକିଅଭିଧାନ‌ରୁ

ପ୍ରବାହିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପ୍ରବାହ+ଇତ)

[ସମ୍ପାଦନା]
୧. ଧାରାବାହିକ — ୧. Successive.
୨. ଧାରରେ ବହିଯାଉ ଥିବା — ୨. Flowing; running.
୩. ପ୍ରବାହବିଶିଷ୍ଟ; ସ୍ରେତୋବିଶିଷ୍ଟ — ୩. Having a current.
୪. ଯାହାକୁ ବୁହାଇ ନିଆଯାଇଅଛି — ୪. Carried; brone.
୫. ସ୍ରୋତଃଦ୍ୱାରା ବାହୁତ (ଜଳାଦି) — ୫. (Water) Made to flow in a current.