Jump to content

ପ୍ରବାହୀ

ଉଇକିଅଭିଧାନ‌ରୁ

ପ୍ରବାହୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରବାହିନୀ—ସ୍ତ୍ରୀ) 

ସଂସ୍କୃତ - ବିଣ—(ପ୍ରବାହ+ଇନ୍; ୧ମା. ୧ବ,)

[ସମ୍ପାଦନା]
୧. ଯାହା ବହି ଯାଉଥାଏ —୧. Flowing.
୨. ପ୍ରବାହବିଶିଷ୍ଟ; ସ୍ରୋତସ୍ୱାନ୍ — ୨. Having a current.
୩. ଯେ ବୋହି ନିଏ —୩. Carrying away.
୪. ତରଳ (ହିନ୍ଦୀ - ଶ.) —୪. Liquid.
୫. (ସ୍ତ୍ରୀ) (ପ୍ରବାହ+ଈ)—ବାଲୁକା (ହିନ୍ଦୀ - ଶ) — ୫. Sand.