Jump to content

ପ୍ରବୁଦ୍ଧ

ଉଇକିଅଭିଧାନ‌ରୁ

ପ୍ରବୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ପ୍ରବୋଧିତ—ଣିଜନ୍ତ ନିଷ୍ପନ୍ନ ରୂପ

ସଂସ୍କୃତ - ବିଶେଷଣ - (ପ୍ର+ବୁଧ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଜ୍ଞାନବାନ୍; ଜ୍ଞାନୀ —୧. Wise.
୨. ପ୍ରଫୁଲ୍ଲ; ପ୍ରସ୍ଫୁଟିତ;ବିକସିତ — ୨. Expanded; full blown.
୩. ଜାଗରିତ; ଚେଇଁଉଠିଥିବା — ୩. Wakened; awake.
୪. ସାବଧାନ —୪. Wary; cautious.

ସଂସ୍କୃତ - ବିଶେଷ୍ୟ - ପୁଂ. (ନାମ)

[ସମ୍ପାଦନା]

ଭାଗବତୋକ୍ତ ଋଷଭଦେବଙ୍କର ଏକ ପୁତ୍ର — Name of a son of Rushabha deba.