ପ୍ରବୃତ୍ତ
ଦେଖଣା
ପ୍ରବୃତ୍ତ
ଉଚ୍ଚାରଣ
[ସମ୍ପାଦନା](ପ୍ରବୃତ୍ତି—ବି)
(ପ୍ରବର୍ତ୍ତିତ—ଣିଜନ୍ତ ନିଷ୍ପନ୍ନରୂପ)
(ପ୍ରବୃତ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ନିଯୁକ୍ତ — ୧. Engaged in; occupied with
- ୨. କୌଣସି କାର୍ଯ୍ୟରେ ବ୍ୟାପୃତ — ୨. Busy (with any work)
- ୩. ରତ —୩. Addicted to.
- ୪. (କୌଣସି କର୍ମ) ଆରମ୍ଭ କରିଥିବା (ବ୍ୟକ୍ତି) — ୪. Setting about (to do an act)
- ୫. (+କର୍ମ. ତ)ଆରବ୍ଧ — ୫. Commenced; undertaken; begun.
- ୬. ଉତ୍ପନ୍ନ —୬. Produced.
- ୭. ପ୍ରଚଳିତ —୭. Made current; promulgated.
- ୮. ପ୍ରବହୃତ୍ତିବିଶିଷ୍ଟ —୮. Having inclination; eager.
- ୯. ପ୍ରକୃଷ୍ଟ ପଥବିଶିଷ୍ଟ —୯. Having excellent roads; well furoished with roads.
- ୧. ନିର୍ଦ୍ଧାରିତ —୧୦. Settled.
- ୧୧. (+ କର୍ତ୍ତୃ. ତ) ଉଦ୍ୟତ — ୧୧. Ready; preparad to do any act.