ପ୍ରବୃତ୍ତ ହେବା
ଦେଖଣା
ପ୍ରବୃତ୍ତ ହେବା
ଉଚ୍ଚାରଣ
[ସମ୍ପାଦନା](ନିବୃତ୍ତ ହେହା—ବୀପରିତ)
ଅନୁବାଦ
[ସମ୍ପାଦନା]ପ୍ରବୃତ୍ତ ହେବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ରବୃତ୍ତ)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ କରିବାକୁ ମନ ବଳାଇବା —୧. To be bent on doing a work.
- ୨. କୌଣସି କାର୍ଯ୍ୟ କରିବାକୁ ଆରମ୍ଭ କରିବା —୨. To set about doing something.
- ୩. ଉଦ୍ୟତ ହେବା —୩. To be ready to do something.