Jump to content

ପ୍ରବେଣି

ଉଇକିଅଭିଧାନ‌ରୁ

ପ୍ରବେଣି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ପ୍ର+ବେଣ୍ ଧାତୁ+ଗମନ କରିବା+କର୍ତ୍ତୃ. ଇ)

୧. କେଶର ବେଣୀ; କେଶବିନ୍ୟାସ ୧. Braid of hair.
୨. କରିପୃଷ୍ଠର ରଙ୍ଗିନ୍ ଆସ୍ତରଣ — ୨. A coloured covering laid over the back of an elephant.
୩. (ନାମ) ମହାଭାରକତୋକ୍ତ ନଦୀବିଶେଷ — ୩. Name of a river of acient India.