ପ୍ରବେଶକ
ଦେଖଣା
ପ୍ରବେଶକ
ଉଚ୍ଚାରଣ
[ସମ୍ପାଦନା](ପ୍ରବେଶିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପ୍ର+ବଶ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ପ୍ରବେଶକାରୀ ଅଭ୍ୟନ୍ତରଗାମୀ — ୧. Going inside; entering; penetrating.
- ୨. ଯାହା ପୂର୍ବରୁ ସୂଚନା ଦିଏ —୨. Introductory.
- ୩. ପ୍ରଥମ —୩. First.
- ୪. ଯାହା ପ୍ରବିଷ୍ଟ କରାଏ — ୪. Causing to enter; thrusting.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାଟକରେ ପରବର୍ତ୍ତୀ ଅଙ୍କର ପ୍ରସ୍ତାବନାସ୍ୱରୂପ ପାତ୍ରଦ୍ୱାରା କଥିତ ଅଂଶବିଶେଷ; ବିଷ୍କମ୍ଭକ — An introductory monologue introducing the subject of the next act or scene in a play.