Jump to content

ପ୍ରବେଶିକା

ଉଇକିଅଭିଧାନ‌ରୁ

ପ୍ରବେଶିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ବିଶ ଧାତୁ+କରଣ ଅକ+ସ୍ତ୍ରୀ ଆ)

[ସମ୍ପାଦନା]
୧. ପରିଚୟ ପତ୍ର —୧. Introduction letter.
୨. କୌଣସି ସ୍ଥାନକୁ ପ୍ରବେଶ କରିବାର ଟିକଟ୍ ୨. Ticket of admission.
୩. କୌଣସି ସ୍ଥାନକୁ ପ୍ରବେଶ କରିବାପାଇଁ ଦିଆଯିବା ଧନ (ହିନ୍ଦୀ - ଶ.) ୩. Fee for admission.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯାହାଦ୍ୱାରା କୌଣସି ସ୍ଥାନକୁ ପ୍ରବେଶ କରିବା ଅଧିକାର ପ୍ରଦତ୍ତ ବା ସୂଚିତ ହୁଏ —Giving admission to; giving a right to enter୫; entitling a person to admission.