Jump to content

ପ୍ରବେଶିକା ପରୀକ୍ଷା

ଉଇକିଅଭିଧାନ‌ରୁ

ପ୍ରବେଶିକା ପରୀକ୍ଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଟ୍ରିକୁଲେସନ୍ ପରୀକ୍ଷା; ବିଶ୍ୱବିଦ୍ୟା— ଳୟରେ ପ୍ରବେଶ କରିବା ପୂର୍ବରୁ ବିଦ୍ୟାର୍ଥୀଠାରୁ ଗୃହୀତ ପରୀକ୍ଷାବିଶେଷ — The Entrance or Matriculation examination.

[ଦ୍ରଷ୍ଟବ୍ୟ —ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଦ୍ୟାର୍ଥୀ କଲେଜରେ ପଢ଼ିପାରନ୍ତି; ଅର୍ଥାତ ବିଶ୍ୱବିଦ୍ୟାଳୟରେ ପ୍ରବେଶାଧିକାର ପାଆନ୍ତି ]