Jump to content

ପ୍ରବେଶିତ

ଉଇକିଅଭିଧାନ‌ରୁ

ପ୍ରବେଶିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ବିଶ୍ ଧାତୁ ଣିଚ୍+କର୍ମ. ତ)

[ସମ୍ପାଦନା]

ଯାହାକୁ ଭିତରକୁ ପୂରାଇ ଦିଆଯାଇ ଅଛି; ଭିତରକୁ ଭରତି କରାଯାଇଥିବା —Introduced into; caused to enter; thrust; admitted.