Jump to content

ପ୍ରବେଶିବା

ଉଇକିଅଭିଧାନ‌ରୁ

ପ୍ରବେଶିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ପ୍ରବେଶ)

[ସମ୍ପାଦନା]

ପ୍ରବେଶ କରିବା; ପହଞ୍ଚିବା —To reach.

ପ୍ରବେଶିବୁ ନୀରଦ ପରମାଦରେ—ରାଧାନାଥ. ମେଘଦୂତ