Jump to content

ପ୍ରବେଶ କରିବା

ଉଇକିଅଭିଧାନ‌ରୁ

ପ୍ରବେଶ କରିବା

ଉଚ୍ଚାରଣ

[ସମ୍ପାଦନା]

(ପ୍ରବେଶ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭିତରକୁ ଯିବା — ୧. To enter into.
୨. ଉପସ୍ଥିତ ହେବା —୨. To arrive at.
୩. ଅଭିନିବେଶପୂର୍ବକ ବିଚାର କରିବା —୩. To consider with attention.
୪. ଉତ୍ତମରୂପେ ବୁଝିବା —୪. To understand well.