ପ୍ରବେଷ୍ଟ
ଦେଖଣା
ପ୍ରବେଷ୍ଟ
ଉଚ୍ଚାରଣ
[ସମ୍ପାଦନା](ପ୍ରବେଷ୍ଟକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପ୍ର+ବେଷ୍ଟ୍ଧାତୁ=ବେଢ଼ିବା+କରଣ. ଅ)
[ସମ୍ପାଦନା]- ୧. ବାହୁ —୧. Arm.
- ୨. ବାହୁର ନୀଚଭାଗ — ୨. Lower arm.
- ୩. ଦକ୍ଷିଣ ବାହୁ —୩. Right arm.
- ୪. ହସ୍ତୀର ଦନ୍ତ ମୂଳର ମାଂସ — ୪. An elephant's gum.
- ୫. ଗଜପୃଷ୍ଠର ଆସ୍ତରଣ — ୫. A covering for the back of an elephant.