ପ୍ରବୋଧନ
ଦେଖଣା
ପ୍ରବୋଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ;+ଆ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ନିଦରୁ ଉଚାଇବା; ଜାଗରିତକରଣ —୧. Awakening; arousing.
- ୨. ଉତ୍ତେଜନ; ଉଦ୍ଦୀପନ —୨. Exciting; reviving.
- ୩. ସାନ୍ତ୍ୱନାଦାନ; ଆଶ୍ୱାସନା —Consoling; soothing.
ବିଭୀଷଣ ସହିତରେ ସର୍ବେ ନାରୀ କଲେକ ଯେ ସ୍ନାନ, ସମସ୍ତ ନାରୀଙ୍କି ପ୍ରବୋଧନା କରି ନେଲେକ ସଦନ ବିଶ୍ୱନ୍ନାଥ. ବିଚିତ୍ରରାମାୟଣ
- ୪. ଜ୍ଞାପନ —୪. Informing.
- ୫. ବୁଝାଇବା —୫. convincing; instruction.
- ୬. ସୁଗନ୍ଧ ଦ୍ରବ୍ୟର ପୂର୍ବଗନ୍ଧର ପୁନରୁତ୍ପାଦନ — ୬. Reviving the original fragrance of a thing.
- ୭. କୌଣସି ବ୍ୟକ୍ତିକୁ ଜ୍ଞାନ ଦେବା —୭. Infusing knowledge or wisdom into a person
- ୮. ଜାଗରଣ (ହିନ୍ଦୀ - ଶ.) —୮. Waking up.