ପ୍ରବୋଧିତ
ଦେଖଣା
ପ୍ରବୋଧିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ବୁଧ୍ ଧାତୁଣିଚ୍+କର୍ମ. ତ)
[ସମ୍ପାଦନା]- ୧. ଜାଗରିତ —୧. Awakened; aroused.
- ୨. ଉତ୍ତେଜିତ; ଉଦ୍ଦୀପିତ ୨. Excited; revived; stimulated.
- ୩. ବିକଶିତ —୩. Full blown; expaneded.
- ୪. ଯାହାର ମନକୁ ଅନ୍ୟ ଲୋକବୁଝାଇ ଅଛି — ୪. Convinced.
- ୫. ଜ୍ଞାପିତ —୫. Informed.
- ୬. ସାନ୍ତ୍ୱନାପ୍ରାପ୍ତ —୬. Consoled; soothed.
- ୭. ଜ୍ଞାନପ୍ରାପ୍ତ — ୭. Infused with wisdom or knowledge.