Jump to content

ପ୍ରବୋଧିବା

ଉଇକିଅଭିଧାନ‌ରୁ

ପ୍ରବୋଧିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରି—(ସଂସ୍କୃତ - ପ୍ରବୋଧ)

[ସମ୍ପାଦନା]

ପ୍ରବୋଧ ଦେବା; ସାନ୍ତ୍ୱନା ଦେବା —To console.

ଯତନେ ପ୍ରବୋଧି ଜନନୀ ପ୍ରାଣ—ମଧୁସୁଦନ. ରାମବନବାସ