ପ୍ରବ୍ରଜିତ
ଦେଖଣା
ପ୍ରବ୍ରଜିତ
ଉଚ୍ଚାରଣ
[ସମ୍ପାଦନା](ପ୍ରବ୍ରଜିତା—ସ୍ତ୍ରୀ)
ସମ. ବିଶେଷଣ - ପୁଂ. (ପ୍ର+ବ୍ରଜ୍+ ଧାତୁ= ଯିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ପ୍ରବାସଗତ —୧. Gone abroad.
- ୨. ଭ୍ରମଣକାରୀ; ପରିବ୍ରାଜକ — ୨. Wandering; itinerant.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ବୌଦ୍ଧ ଭିକ୍ଷୁ — ୧. A Buddhist medicant.
- ୨. ପ୍ରବ୍ରଜ୍ୟା ଗ୍ରହଣକାରୀ ସନ୍ନ୍ୟାସୀ —୨. An ascetic.