ପ୍ରବ୍ରଜିତା
ଦେଖଣା
ପ୍ରବ୍ରଜିତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ରବ୍ରଜିତ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ତାପସୀ; ମାତାଜୀ — ୧. A female mendicant.
- ୨. ଜଟାମାଂସୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୨. Jaṭāmaṁsī (See)
- ୨. ଗୋରଖମୁଣ୍ଡୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. Gorakha muṇdī (See)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ପ୍ରବ୍ରଜିତର ସ୍ତ୍ରୀଲିଙ୍ଗ — Feminine of Prabrajita.