Jump to content

ପ୍ରବ୍ରଜ୍ୟା

ଉଇକିଅଭିଧାନ‌ରୁ

ପ୍ରବ୍ରଜ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ବ୍ରଜ ଧାତୁ+ଭାବ. ଯ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସନ୍ନ୍ୟାସଧର୍ମ —୧. Religious mendicancy; renunciation of the world; asceticism.
୨. ପ୍ରବାସ; ଦେଶାନ୍ତରରେ ବାସ — ୨. Sojourning; living abroad.