ପ୍ରଭ
ଦେଖଣା
ପ୍ରଭ
ଉଚ୍ଚାରଣ
[ସମ୍ପାଦନା](ପ୍ରଭା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି ସମାସରେ ପୁଂଲିଙ୍ଗର ବିଶେଷଣ ହେଲେ ପରବର୍ତ୍ତୀ 'ପ୍ରଭା' ଶବ୍ଦର ଆକାର ଲୋପ ହୋଇ' ପ୍ରଭା' ହୁଏ, ଯଥା—ସୂର୍ଯ୍ୟପ୍ରଭା, ବିଦ୍ୟୁତ୍ ପ୍ରଭା)
[ସମ୍ପାଦନା](ଅମୁକପରି) ପ୍ରଭାଯୁକ୍ତ —Having radiance like; radiant like.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭା)
[ସମ୍ପାଦନା]ପ୍ରଭା; କାନ୍ତି — Lustre; splendour.
ବିଅର୍ଥ ହେଲା ତଣ୍ଡୂଳମାଳା ନାହିଁ ଝଲକ ପ୍ରଭା ଭଞ୍ଜ. ବୈଦେହୀଶବିଳାସ