Jump to content

ପ୍ରଭଞ୍ଜନ

ଉଇକିଅଭିଧାନ‌ରୁ

ପ୍ରଭଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଭ୍ୟଜ୍ ଧାତୁ=ଭାଙ୍ଗିବା+କର୍ତ୍ତ଼ୃ. ଅନ)

[ସମ୍ପାଦନା]
୧. ପ୍ରଚଣ୍ଡ; ବାୟୁ; ଝଡ଼ —୧. Tempest.
୨. ବାୟୁ —୨. Air; wind.
୩. (+ଭାବ. ଅନ) ବିନାଶ (ହିନ୍ଦୀ - ଶ.) — ୩. Destruction; ruin.
୪. (ନାମ) ମହାଭାରତୋକ୍ତ ମଣିପୁରର ରାଜା — ୪. Name of a king of ancient Manipura.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଭଞ୍ଜନକାରୀ; ଯେ ଭାଙ୍ଗି ପକାଏ — Breaking.

ଦେଶଜ - ବିଶେଷଣ - (ପ୍ର+ଭଗ୍ନ)

[ସମ୍ପାଦନା]

ଭଗ୍ନ —Broken.

ପ୍ରଭଞ୍ଜନ—ଯଥ ପ୍ରଭଞ୍ଜନ ହୋଇବ ଭଞ୍ଜ. ବୈଦେହୀଳବିଳାସ