ପ୍ରଭବ
ଦେଖଣା
ପ୍ରଭବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଭୂ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଜନ୍ମ; ଉତ୍ପତ୍ତି —୧. Birth.
- ୨. (+ଅଧିକରଣ. ଅ) ଜନ୍ମ ସ୍ଥାନ; ଉତ୍ପତ୍ତି ସ୍ଥାନ — ୨. Birth-place.
- ୩. ବିକ୍ରମ; ପ୍ରଭାବ; ପରାକ୍ରମ — ୩. Power; might; strength.
- ୪. (+ଅପାଦାନ ଅ) ଉତ୍ପତ୍ତ କାରଣ; ନିମିତ୍ତ କାରଣ; ମୂଳ କାରଣ —୪. Cause; roigin; basis; source; generative cause.
- ୫. ଆଲୋକ —୫. Light.
- ୬. ଆକର (ହିନ୍ଦୀ - ଶ.) —୬. Mine.
- ୭. ସୃଷ୍ଟି; ସଂସାର (ହିନ୍ଦୀ - ଶବ୍ଦସାଗର) — ୭. Creation; the world.
- ୮. ନଦୀର ଉତ୍ପତ୍ତି ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୮. The source of a river.
(ପ୍ରଭବା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହେଲେ, ଯଥା—ରତ୍ନ ପ୍ରଭବ)
[ସମ୍ପାଦନା]- ୧. ଉତ୍ପାଦନକାରୀ — ୧. Generating; giving birth to; producing
- ୨. ପ୍ରଭାବଶାଳୀ —୨. Mighty; Powerful.