Jump to content

ପ୍ରଭବନ

ଉଇକିଅଭିଧାନ‌ରୁ

ପ୍ରଭବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଭୁ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଉତ୍ପତ୍ତ; ଜନ୍ମ —୧. Birth.
୨. (+ଅପାଦାନ ଅନ) ଆକର; ଖଣି (ହିନ୍ଦୀ - ଶ) — ୨. Mine.
୩. ମୂଳ (ହିନ୍ଦୀ - ଶ.) —୩. Origin; root.
୪. (+ ଅଧିକରଣ. ଅନ) ଅଧିଷ୍ଠାନ (ହିନ୍ଦୀ - ଶ.) — ୪. Abode; residence.