ପ୍ରଭବିବା
ଜନ୍ମିବା; ଜାତ ହେବା — To be born; to be produced.
ଯେସନେ ଉଠିବାକୁ ଜଳ ପ୍ରଭବି ପ୍ରକାଶେ ଶୟଳ ଜଗନ୍ନାଥ ଭାଗବତ