Jump to content

ପ୍ରଭବିଷ୍ଣୁ

ଉଇକିଅଭିଧାନ‌ରୁ

ପ୍ରଭବିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ(ପ୍ର+ଭୂ ଧାତୁ+ଶୀଳାର୍ଥରେ ଇଷ୍ଣୁ)

[ସମ୍ପାଦନା]

ପ୍ରଭାବଶୀଳ; ଶକ୍ତିଶାଳୀ — Mighty; supreme; potent.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଭୁ (ହିନ୍ଦୀ - ଶ.) —୧. Lord; master.
୨. ବିଷ୍ଣୁ (ହିନ୍ଦୀ - ଶ.) —୨. Bishṇu.